ଜଜ୍
ଜଜ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନା- ୧. ବିଚାରପତି —୧. Judge.
- ୨. ଜିଲାର ପ୍ରଧାନ ବିଚାରପତି — ୨. District judge; Sessions judge.
- ୩. ହାଇକୋର୍ଟର ବିଚାରପତି — ୩. High Court Judge.
[ ଦ୍ର—ଜଜ ଶବ୍ଦ ପୂର୍ବେ ଅନେକ ବୈଦେଶିକ ଶବ୍ଦଯୁକ୍ତ ବୈଦେଶିକ ଶଦ୍ଦମାନ ଭାଷାରେ ମଧ୍ୟ ଚଳେ ଯଥା—ସବ୍ ଜଜ୍, ସବଡିନେଟ୍ ଜଜ୍, ଚିଫ୍ଜଜ୍, ସେସନ ଜଜ୍, ଡିଷ୍ଟ୍ରିକକ୍ଟ ଜଜ୍]