ଜଜାଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜିଙ୍ଗିନୀ) ସମ୍ପାଦନା

ଏକଜାତୀୟ ବନ୍ୟ ଗଛ — A kind of small wild tree with fragible boughs.

[ ଦ୍ର—ଏହା ଆମ୍ରାଦିବର୍ଗର ବୃକ୍ଷ; ଆମ୍ୱଡ଼ା ଗଛ ପରି ନାତି ଦୀର୍ଘତରୁ ଏଥିର ଡାଳ ମସକା, ଏହାର ପତ୍ରକୁ ବାଟି ବଥ ଉପରେ ଲେପ ଦେଲେ ତାହା ଶୀଘ୍ର ପାଚି ଫାଟିଯାଏ ପତ୍ର ପକ୍ଷାକାର, ପ୍ରତି ବର୍ଷ ପତ୍ରଝଡ଼ା ଦିଏ ଏହାକୁ 'ଦାନ୍ତକାଠି' କରିବା ନାହିଁ ବୋଲି ପୁରାତନ ପ୍ରବଚନ ଆମ ଦେଶରେ ଅଛି ଯଥା ===

ଜାମ୍ ଜଜାଙ୍କ କପାଝାଟି ୟାକୁ ନ କର ଦାନ୍ତକାଠି, ଯେବେ କରିବା ବଳେ ତେବେ ପକାଇବ ଜଳେ—ପ୍ରବଚନ.

ଏ ଗଛର ଗଣ୍ଡିରୁ ସର୍ବଦା ଅଠା ବହୁଥାଏ ପାଚିଲା ଜଜାଙ୍ଗ ଫଳରୁ ଏକ ପ୍ରକାର ନୀଳ ରସ ବାହାରେ]