ଜଚାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଚେଇବା—ଅନ୍ୟରୂପ)

  • (file)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଯାଚିବା କ୍ରିୟାର ଣିଜନ୍ତରୂପ — ୧. Causative form of J̄āchibā.
୨. ବଜାରରେ କୌଣସି ଦ୍ରବ୍ୟର ଭାଉ ଏକାଧିକ ସ୍ଥାନରେ ବୁଝିବା —୨. To know the market rate of anything in different places.