ଜଙ୍ଘାକରିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଙ୍ଘା+କର=ଶୁଳ୍କ+ଗ୍ରହଣାର୍ଥେ ଇକ) ସମ୍ପାଦନା

୧. ଧାବକ; ଯେ ଦ୍ରୁତବେଗର ଗମନ କରେ; ଧାଉଡ଼ିଆ ପାଇକ —୧. Courier; a swift runner.
୨. ମୃଗବିଶେଷ —୨. A stag.