ଜଙ୍ଘା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ+ଅ+ଆ; ନିପାତନ) ସମ୍ପାଦନା

୧. ଆଣ୍ଠୁ ଉପରଠାରୁ ଅଣ୍ଟାପର୍ଯ୍ୟନ୍ତ ଗୋଡ଼ର ସମ୍ମୁଖ ଅଂଶ — ୧. Thigh; the part about the loins (Apte).

ଚାଲିଯିବା ଭଙ୍ଗିରେ ଜଙ୍ଘୁ ଲୁଗା ଫେଡ଼ି ମୁଣ୍ଡପୋତି ରହେ ଲାଜରେ ବ୍ୟାଜେ ବୁଡ଼ି କୃଷ୍ଣସିଂହିନ୍ଦୀ - ମହାଭାରତ ବନ

୨. ଗୋଡ଼ଭଣ୍ଡା; ବଳାଗଣ୍ଠି ଓ ଆଣ୍ଠୁର ମଧ୍ୟବର୍ତ୍ତୀ ଅଂଶ — ୨. Shank; part of the leg from the ankle to the knee.
୩. କତୁରିର ଯେଉଁ ଅଂଶରେ ଆଙ୍ଗୁଠି ଗଳାଯାଇ କତୁରିକୁ ବ୍ୟବହାର କରାଯାଏ (ହିନ୍ଦୀ - ଶବ୍ଦସାଗର) — ୩. The eyes of a pair of scissors.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଜଙ୍ଘରେ ଉଠିବା ଦୁଷ୍ଟବ୍ରଣ; ଜଙ୍ଘକୁ ରକ୍ତ ଗଡ଼ିବା ରୋଗ —A painful boil on the thigh.