ଜଙ୍ଘା
ଜଙ୍ଘା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଜଙ୍ଘା
|
ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ+ଅ+ଆ; ନିପାତନ)
ସମ୍ପାଦନା- ୧. ଆଣ୍ଠୁ ଉପରଠାରୁ ଅଣ୍ଟାପର୍ଯ୍ୟନ୍ତ ଗୋଡ଼ର ସମ୍ମୁଖ ଅଂଶ — ୧. Thigh; the part about the loins (Apte).
ଚାଲିଯିବା ଭଙ୍ଗିରେ ଜଙ୍ଘୁ ଲୁଗା ଫେଡ଼ି ମୁଣ୍ଡପୋତି ରହେ ଲାଜରେ ବ୍ୟାଜେ ବୁଡ଼ି କୃଷ୍ଣସିଂହିନ୍ଦୀ - ମହାଭାରତ ବନ
- ୨. ଗୋଡ଼ଭଣ୍ଡା; ବଳାଗଣ୍ଠି ଓ ଆଣ୍ଠୁର ମଧ୍ୟବର୍ତ୍ତୀ ଅଂଶ — ୨. Shank; part of the leg from the ankle to the knee.
- ୩. କତୁରିର ଯେଉଁ ଅଂଶରେ ଆଙ୍ଗୁଠି ଗଳାଯାଇ କତୁରିକୁ ବ୍ୟବହାର କରାଯାଏ (ହିନ୍ଦୀ - ଶବ୍ଦସାଗର) — ୩. The eyes of a pair of scissors.
ଦେଶଜ - ବିଶେଷ୍ୟ -
ସମ୍ପାଦନାଜଙ୍ଘରେ ଉଠିବା ଦୁଷ୍ଟବ୍ରଣ; ଜଙ୍ଘକୁ ରକ୍ତ ଗଡ଼ିବା ରୋଗ —A painful boil on the thigh.