ଜଙ୍ଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜଂଗ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ନେପାଳୀ ଭାଷା; ଫା ଜଙ୍ଗ୍+ଯୁଦ୍ଧ) ସମ୍ପାଦନା

୧. ଯୁଦ୍ଧ —୧. Fight; war; battle.
୨. (ଫାରାସୀ - ଜଙ୍ଗ୍) କଳଙ୍କି —୨. Rust.