ଜଙ୍ଗୀଲାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜଙ୍ଘୀଲାଟ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଫାରାସୀ - ଜଙ୍ଗ୍=ଯୁଦ୍ଧ) ସମ୍ପାଦନା

ଭାରତୀୟ ସୈନ୍ୟଙ୍କର ପ୍ରଧାନ ସେନାପତି — Honourable, the commander-in-chief of the Indian army.