ଜଙ୍ଗି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜଂଗି—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (ଫାରାସୀ - ଜଙ୍ଗ୍=ଯୁଦ୍ଧ) ସମ୍ପାଦନା

୧. ଯୁଦ୍ଧସମ୍ୱନ୍ଧୀୟ —୧. Pertaining to war.
୨. ସମରବିଭାଗୀୟ —୨. Military.

(ଯଥା—ଜଙ୍ଗୀଲାଟ୍)

୩. ପରାକ୍ରମୀ; ମହାବଳ — ୩. Very strong; indomitable.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

ସୁଦୀର୍ଘ; ବୃହତ୍ — Big; large.

(ଯଥା—ଜଙ୍ଗି ରିପୋର୍ଟ)