ଜଙ୍ଗାଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରାଚୀନ କାଳରେ ଭାରତବାସୀଙ୍କଦ୍ୱାରା ବ୍ୟ୍ୟବହୃତ ଅର୍ଣ୍ଣବପୋତବିଶେଷ —A kind of ship used in ancient India.

[ ଦ୍ର—ଭୋଜରାଜଙ୍କ ପ୍ରଣୀତ 'ଯୁକ୍ତିକଳ୍ପତରୁ' ଗ୍ରନ୍ଥରେ ଏଥିର ଉଲ୍ଲେଖ ଅଛି—ଜଗବନ୍ଧୁ ପ୍ରାଚୀନ ଉତ୍କଳ]