ଜଙ୍ଗାଲ୍
ଜଙ୍ଗାଲ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଜଂଗାଲ୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଙ୍ଗୃଳ; ଫା ଜଂଗାର୍)
ସମ୍ପାଦନା- ୧. କବାଟ ଆଦି ରଙ୍ଗ କରିବା ନିମନ୍ତେ ତୈଳ ମିଶ୍ରିତ ରଙ୍ଗ; ତାମ୍ରଘଟିତ ଘାସବର୍ଣ୍ଣ ରଙ୍ଗ — ୧. A paint mixed with oil; verdigris; a variety of blue vitriol used for painting.
[ ଦ୍ର—ଏହା ଗୋଟିଏ ବିଷ, ଏଥିରେ ତମ୍ୱା, ଶଙ୍ଖୁଆ, ଗନ୍ଧକ ମିଶିଥାଏ ତମ୍ୱାଚୃର୍ଣ୍ଣକୁ ସିରକାରେ ୨୪: ଘଣ୍ଟା ରଖିଲେ ଏ ରଙ୍ଗ ହୁଏ]
- ୨. ତୁତିଆ —୨. Blue vitriol.