ଜଙ୍ଗଲି ବାଦାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବନ୍ୟ ବୃକ୍ଷବିଶେଷ — L. (୧) Sterculia faetida. (୨) Canarium commune. Eng. Java almond tree (Kirtikar).

[ ଦ୍ର—ପଶ୍ଚିମ ଭାରତ, ଦାକ୍ଷିଣାତ୍ୟ, ବ୍ରହ୍ମଦେଶ ଓ ସିଂହଳରେ ଏ ବୃକ୍ଷ ଜନ୍ନେ ଏ ଗଛ ମଧ୍ୟେ ମଧ୍ୟେ ପତ୍ର ଝଡ଼ା ଦିଏ ଏହାର ପତ୍ର ଓ ମଞ୍ଜି ଔଷଧରେ ଲାଗେ]