ଜଙ୍ଗଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜଙ୍ଗଲି—ଅନ୍ୟରୂପ)

ଦେଶଜ - ବିଶେଷଣ - ସମ୍ପାଦନା

୧. ଅସଭ୍ୟ — ୧. Uncivilised; untamed.
୨. ବନ୍ୟ —୨. Wild; sylvan.
୩. ଓଲୁ; ନିର୍ବୋଧ — ୩. Stupid; foolish; dunce.
୪. ଜଙ୍ଗଲରେ ଜାତ ବା ପ୍ରାପ୍ତ —୪. Available or growing on the forest; jungly.

[ଦ୍ରଷ୍ଟବ୍ୟ —୧ ଏ ଶବ୍ଦ ଇଂରାଜିରେ ମଧ୍ୟ ବ୍ୟବହୃତ ହୁଏ ଏ ବୃକ୍ଷ ଭାରତବର୍ଷର ପଶ୍ଚିମଘାଟର ପାହାଡ଼, ବ୍ରହ୍ମଦେଶ ମାର୍ଟାବନ୍, ଟେନାଇସେରିମ ଓ ସିଂହଳର ଅରଣ୍ୟରେ ଜନ୍ନେ ଏ ଗଛରୁ ଏକ ପ୍ରକାର ଆଠା (ଗୋନ୍ଦ) ବାହାରେ ଏ ଗଛ ଫଗୁଣ ମାସରେ ଫୁଲ ଧରେ ଫୁଲରୁ କଡ଼ା ଦୁର୍ଗନ୍ଧ ବାହାରେ ଏ ଗଛର ଫଳକୁ ସିଝାଇ ଏକ ପ୍ରକାର ତୈଳ ବାହାର କରାଯାଏ ଗରିବ ଲୋକେ ଦୁର୍ଭିକ୍ଷ ସମୟରେ ଏ ଫଳକୁ ଭାଜି କରି ଖାଆନ୍ତି ପତ୍ର ଓ ଫଳ ଔଷଧରେ ଲାଗେ ଏହାକୁ ପୁନ୍ ବା ପିନାର୍ କହନ୍ତି

୨. ଆଉ ଏକ ପ୍ରକାର ହରିଡ଼ା ଜାତୀୟ ବନ୍ୟ ଗଛକୁ ଜଙ୍ଗଲୀ ବାଦାମ କହନ୍ତି ଏହା ଆଣ୍ଡାମାନ୍ ଓ ବ୍ରହ୍ମଦେଶରେ ଜନ୍ନେ—ଏ ଗଛରୁ ଅଠା (ଗୋନ୍ଦ) ଓ ଫଳରୁ ତେଲ ବାହାରେ ଏହାର ପତ୍ର କଷାଳିଆ ଓ ଚମଡ଼ା କଷିବାରେ ବ୍ୟବହୃତ ହୁଏ ଏ ମଞ୍ଜିର ଶଷ ବାଦାମ ମଞ୍ଜି ପରି ଲୋକେ ଖାଆନ୍ତି ଓ ପିଡ଼ିଆକୁ ଘୁଷୁରିଙ୍କୁ ଖୁଆନ୍ତି ଏଥିର ଛାଲ, ପତ୍ର, ବୀଜ ଓ ତେଲ ଓଷଧରେ ଲାଗେ ଏହାର ପତ୍ରକୁ ରେସମ ପୋକ ମଧ୍ୟ ଖାଆନ୍ତି ହିନ୍ଦୀ - ଶବ୍ଦସାଗର ]