ଜଙ୍କ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜଙ୍ଗ୍) ସମ୍ପାଦନା

୧. କଳିଙ୍କି; ଜଙ୍ଗ —୧. Rust.
୨. (ଇଂ) ଏକ ପ୍ରକାର ଚଉଡ଼ା ଡଙ୍ଗା — ୨. Junk; a kind of wide boat.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଜୋକ —Leech