ଜଘନଚପଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ଜଘନ+ଚପଳା+ସ୍ତ୍ରୀ. ଆ) ସମ୍ପାଦନା

୧. ଅସତୀ; ନଷ୍ଟଚରିତ୍ରା; କୁଳଟା — ୧. An unchaste woman; adulteress.
୨. ନର୍ତ୍ତକୀ —୨. A dancing girl.
୩. କାମୁକୀ ସ୍ତ୍ରୀ. (ହି ଶବ୍ଦସାଗର) — ୩. Lustful woman.
୪. ସଂସ୍କୃତ ଆର୍ଯ୍ୟାଛନ୍ଦର ୧୬: ଭେଦ ମଧ୍ୟରୁ ଏକତମ (ହିନ୍ଦୀ - ଶବ୍ଦସାଗର) —୪. One of the ୧୬ varieties of the Sanscrit metre Ārj̄yā.

[ଦ୍ରଷ୍ଟବ୍ୟ — ଏ ଛନ୍ଦର ପ୍ରଥମାର୍ଦ୍ଧ ଆର୍ଯ୍ୟାଛନ୍ଦର ପ୍ରଥମାର୍ଦ୍ଧ ପରି ଓ ଦ୍ୱିତୀୟାର୍ଦ୍ଧ ଚପଳା ଛାନ୍ଦର ଦ୍ୱାତୀୟାର୍ଦ୍ଧ ପରି ରଚିତ ]