ଜଗ୍ଧି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଅଦ୍ ଧାତୁ ଖାଇବା+ଭାବ. ତି; ନିପାତନସିଦ୍ଧ) ସମ୍ପାଦନା

୧. ଭୋଜନ; ଭକ୍ଷଣ —୧. Eating; meal.
୨. କେତେ ଲୋକଙ୍କ ସଙ୍ଗେ ଏକତ୍ର ଖାଇବା; ସହଭୋଜନ (ହିନ୍ଦୀ - ଶବ୍ଦସାଗର) — ୨. Dining together; feast.