ଜଗୁଆଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପହରାବାଲା — ୧. Guard; watchman.

ଗୋଡ଼ ମୁଦି ଅଗୁଆଳି, କଥାଏ ଦି କଷା କହିଦିଅନ୍ତ, ସାଙ୍ଗେ ସାଙ୍ଗେ ଜଗୁଆଳି—ଢ଼ଗ

୨. ଗୋରୁ ରଖୁଆଳ — ୨. Herdsman; a keeper of cattle etc.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଗଞ୍ଜାମର ଶୂଦ୍ର ଜାତିବିଶେଷ — A caste of ṡūras in the district of Ganjam.