ଜଗିରଖି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ଜଗିବା ଓ ରଖିବା କ୍ରିୟାର ଅସାମାପିକା ରୂପଦ୍ୱୟ ସହଚରରୂପେ ବ୍ୟବହୃତ ହୁଏ) ସମ୍ପାଦନା

ଖୁବ ସାବଧାନତା ଓ ସଂଯମ ଅବଲମ୍ୱନ ପୂର୍ବକ — With utmost care or caution.

(ଯଥା— ଜଗି ରଖି ଖରଚ କଲେ ମନୁଷ୍ୟ କଙ୍ଗାଳ ହୁଏ ନାହିଁ )