ଜଗିଆ
ଜଗିଆ
ଉଚ୍ଚାରଣ
ସମ୍ପାଦନା(ଜଗେଈ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ଯେ ଧନ ଆଦିକୁ କେବଳ ଜଗି ରଖେ — ୧. One who simply guards a property.
ଦେଶଜ - ବିଶେଷ୍ୟ -
ସମ୍ପାଦନାଜଗିବା — Watching.
ସୁଗ୍ରୀବ ମାମୁଁ ଦଧିମୂଖ ସେ ବରଣ ଜଗିଆରେ ଥିଲା ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ
- ୨. ଜଗୁଆଳି; ପହରାବାଲା — ୨. Guards-man; watch-man.
ମହିମାଉ ସସ୍ରେ ନାମ ଜଗିଆ ସମ୍ଭବ ପ୍ରାଚୀ, ବ୍ରହ୍ମନିରୁପଣ ଗୀତା