ଜଗିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଗେଈ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯେ ଧନ ଆଦିକୁ କେବଳ ଜଗି ରଖେ — ୧. One who simply guards a property.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଜଗିବା — Watching.

ସୁଗ୍ରୀବ ମାମୁଁ ଦଧିମୂଖ ସେ ବରଣ ଜଗିଆରେ ଥିଲା ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ

୨. ଜଗୁଆଳି; ପହରାବାଲା — ୨. Guards-man; watch-man.

ମହିମାଉ ସସ୍ରେ ନାମ ଜଗିଆ ସମ୍ଭବ ପ୍ରାଚୀ, ବ୍ରହ୍ମନିରୁପଣ ଗୀତା