ଜଗାରଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର) ସମ୍ପାଦନା

୧. ସତର୍କତା ସହିତ କୌଣସି ବସ୍ତୁର ରକ୍ଷଣ ବା ତତ୍ ପ୍ରତି ଦୃଷ୍ଟି ଦେବା — ୧. Keeping watch over a thing.
୨. ସମ୍ପତ୍ତିର ରକ୍ଷଣାବେକ୍ଷଣା — ୨. Preservation or management or supervision of a property.