ଜଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଜଗିବା (ଦେଖ) - ୧. Jagibā (See)
୨. ଜଗନ୍ନାଥ ମହାପ୍ରଭୁ —୨. The Deity Jagannātha.

ଶିବା ପଥର ଜଗା କାଠ, ଆଉ ସବୁ ଦିଅଁ କାଟ ଛାଁଟ—ଢଗ

୩. ଜଗନ୍ନାଥ, ଜଗବନ୍ଧୁ ନାମଧାରୀ ବ୍ୟକ୍ତିର ଅବଜ୍ଞାବୋଧକ ଡାକ ନାମ —୩. A name for calling persons named Jagannātha etc.

ଦେଶଜ - ବିଶେଷଣ - ସମ୍ପାଦନା

(ଅନ୍ୟ ବିଶେଷ୍ୟ ଶବ୍ଦ ସଙ୍ଗେ ଲାଗେ) ଯେ ଜଗେ; ଜଗିଆ (ଦେଖ) - Jagiā (See)

(ଯଥା—ଗୋରୁଜଗା, ରାତିଜଗା ଇତ୍ୟାଦି)