ଜଗମୋହନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

'ପ୍ରହଲାଦ ଚରିତ' ନାମକ ଗ୍ରନ୍ଥର ପ୍ରଣେତା — Name of the author of an Oria book Prahalāda Charita.

=== ଦେଶଜ - ବିଶେଷଣ - (ସଂସ୍କୃତ - ଜଗନ୍ନୋହନ)

ଜଗନ୍ନୋହନ (ଦେଖ) - Jaganmohana (See)



ଜଗମୋହନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗନ୍ମୋହନ) ସମ୍ପାଦନା

୧. ଶ୍ରାକୃଷ୍ଣ — ୧. Ṡrīkṛushṇa.

କାହୁଁ ତୁ ଏମନ୍ତ ଶଖିଲୁ ଜଗମୋହନକୁ ମୋହିଲୁ ଭୁପତି—ପ୍ରେମପଞ୍ଚାମୃତ

୨. ଭଗବାନ —୨. God.
୩. ଦେବ ପ୍ରତିମା ଯେଉଁ ମନ୍ଦିରରେ ବିଜେ କରନ୍ତି ତାହାର ସଂଲଗ୍ନ କ୍ଷୁଦ୍ରତର ମନ୍ଦିର — ୩. The smaller temple adjoining the main temple where the devotees congregate and dancing (during the worship of the Deity) takes place.

[ଦ୍ରଷ୍ଟବ୍ୟ —ଭକ୍ତ ଓ ଦର୍ଶକମାନେ ସୋଠାରେ ସମବେତ ହୁଅନ୍ତି ଏବଂ ଦେବତାଙ୍କ ପ୍ରୀତିଉତ୍ପାଦନ ଉଦ୍ଦେଶ୍ୟରେ ସେଠାରେ ବେଳେ ବେଳେ ନୃତ୍ୟଗୀତାଦି ହୁଏ ]

୪. ବ୍ୟକ୍ତିବିଶେଷଙ୍କ ନାମ — ୪. A name given to male persons.