ଜଗବ୍ଦାସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଗଦ୍ୱାସିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଗତ୍+ବାସୀ; ଉପପଦ ତତ୍ପୁରୁଷ) ସମ୍ପାଦନା

ପୃଥିବୀରେ ବାସ କରୁଥିବା — Inhabiting the earth.

ଦେଶଜ - ବିଶେଷ୍ୟ - ସମ୍ପାଦନା

ପୃଥିବୀରେ ବାସ କରୁଥିବା ଲୋକ — The people of the world; mankind.