ଜଗଦ୍ୱ୍ୟାପକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଗଦ୍ୱ୍ୟାପିନୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଗତ୍+ବ୍ୟାପକ; ଉପପଦ ତତ୍ପୁରୁଷ)

ଯାହା ପୃଥିବୀଯାକ ଘୋଟି ଅଛି — World-pervading.