- ରୋ.ଟ୍ରା. — Jagadbikhyāta
- ଆଇ.ପି.ଏ. — ɟˈɔ ɡˈɔ dˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ kʰˈɔ hˈʌlˈʌntɔ ˈɔj ˈakaɾ tˈɔ
(ଜଗଦ୍ୱିଖ୍ୟାତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଗତ୍+ବିଖ୍ୟାତ; ୭ମୀ ତତ୍)
ସମ୍ପାଦନା
ବିଶ୍ୱ ବିଶ୍ରୁତ; ଯାହାର ଯଶ ଜଗତ ଯାକ ବିସ୍ତୃତ ହୋଇଅଛି —World-famed.