ଜଗଦ୍ଧାତ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଧାତ୍ରୀ, ଉପପଦ ସମାସ) ସମ୍ପାଦନା

୧ : ଦୁର୍ଗା; ଗୌରୀ; ଦୁର୍ଗାଙ୍କର ଅବତାରବିଶେଷ — ୧. Goddess Durgā.

୨ : ସରସ୍ୱତୀ (ହିନ୍ଦୀ - ଶବ୍ଦସାଗର) — ୨. The Goddess of Learning.