ଜଗଦୀଶ୍ୱରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ରୋ.ଟ୍ରା. — JagadĪṡwarī
  • ଆଇ.ପି.ଏ. — ɟˈɔ ɡˈɔ dˈɔ dˈiːɾɡʰikˌaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ dˈiːɾɡʰikˌaɾ

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(୬ଷ୍ଠୀ ତତ୍; ଜଗତ୍+ଈଶ୍ୱରୀ)

୧. ଭଗବତୀ; ଦୁର୍ଗା —୧. Goddess Durgā.
୨. ପୃଥିବୀର ଦେବତା — ୨. The Goddess who is the mistress of the universe.