ଜଗଦୀଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଈଶ; ୬ଷ୍ଠୀ ତତ୍) ସମ୍ପାଦନା

୧. ଭଗବାନ; ପରମେଶ୍ୱର —୧. God.
୨. ବିଷ୍ଣ —୨. Bishṇu.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପୁରୀର ଜଗନ୍ନାଥ ଦେବ — ୧. The idol jagannathe of puri.
୨. ଲୋକଙ୍କ ନାମ —୨. A name given to males.