ଜଗଦୀଶ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଈଶ; ୬ଷ୍ଠୀ ତତ୍)

ସମ୍ପାଦନା
୧. ଭଗବାନ; ପରମେଶ୍ୱର —୧. God.
୨. ବିଷ୍ଣ —୨. Bishṇu.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ପୁରୀର ଜଗନ୍ନାଥ ଦେବ — ୧. The idol jagannathe of puri.
୨. ଲୋକଙ୍କ ନାମ —୨. A name given to males.