ଜଗଦଳ
ଜଗଦଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଜଗଦଳ
|
(ଜଗଦଲ; ଜଗଦଳା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗଦ୍ଦଳନ) ସମ୍ପାଦନା
- ୧. ଅତିଶୟ ଭାରି ପଥର (ଯାହା ନିଜର ଭାରରେ ଜଗତକୁ ଦଳନ କରିପାରେ) — ୧. A heavy stone.
[ ଦ୍ର—ପୂର୍ବେ ଏ ପଥରକୁ ଲୋକଙ୍କ ଛାତିରେ ମଡ଼ାଇ ଲୋକଙ୍କୁ ଦଣ୍ଡ ଦିଆଯାଉଥିଲା ]
- ୨. ବାହୁର ଅଳଙ୍କାର ବିଶେଷ — ୨. A massive ornament for the arm.