ଜଗତ୍ସ୍ରଷ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ପୁରୁଷ ବା ୬ଷ୍ଠୀ ତତ୍; ଜଗତ୍+ସ୍ରଷ୍ଟା) ସମ୍ପାଦନା

ପୃଥିବୀର ସୃଷ୍ଟିକର୍ତ୍ତା — Creator of the universe.