ଜଗତ୍ସାକ୍ଷୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଜଗତ୍+ସାକ୍ଷୀ; ୬ଷ୍ଠୀ ତତ୍; ଜଗତରେ ଯାହା ହେଉଛି ତାହା ଯେ ଦେଖୁଛନ୍ତି) ସମ୍ପାଦନା

ସର୍ବଦ୍ରଷ୍ଟା — Omniscient.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ସୂର୍ଯ୍ୟ — The sun.
୨. ପରମେଶ୍ୱର —୨. God (Apte).