ଜଗତ୍ସଂସାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର ଏକାର୍ଥବୋଧକ ସଂସ୍କୃତ ଶବ୍ଦଦ୍ୱୟ ଜଗତ୍ ଓ ସଂସାର) ସମ୍ପାଦନା

୧. ସମଗ୍ର ପୃଥିବୀ; ସୃଷ୍ଟିଜଗତ୍ — ୧. The universe; the creation.
୨. ପୃଥିବୀର ସମସ୍ତ ଲୋକ — ୨. All the world; people of the whole world.