ଜଗତପାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଜଗତ୍ +ପାର) ସମ୍ପାଦନା

୧. ସଂସାର ବହିର୍ଭୂତ — ୧. Outside the world.

ଜଗତପାର ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ—ଜଗନ୍ନାଥ. ଭାଗବତ

୨. ଆସାଧାରଣ — ୨. Uncommon: extra ordinary.