ଜଗ
ଜଗ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗ୍ରାମ୍ୟ - (ପ୍ରାଚୀନ) ବିଶେଷ୍ୟ - (ସଂସ୍କୃତ - ଜଗତ୍; ପ୍ରା. ଜଗୁ; ଜଗ)
ସମ୍ପାଦନା- ୧. ବ୍ରହ୍ମାଣ୍ଡ; ସଂସାର; ବିଶ୍ୱ — ୧. The world; the universe.
ତ୍ରିଜଗ ମୋହିନୀ ଯେ ଅଟନ୍ତି ସର୍ବ ବାଳୀ ପ୍ରାଚୀ. ରହସ୍ୟମଞ୍ଜରୀ
- ୨. ଜଗନ୍ନାଥ, ଜଗବନ୍ଧୁଆଦି ନାମର ବ୍ୟକ୍ତିଙ୍କ ଡ଼ାକ ନାମ — ୨. The name by which people named Jagabandhu, Jagannātha etc are called.
[ ଏହା ମଧ୍ୟ ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ଜଗବନ୍ଧୁ, ଜଗ— ମୋହନ ଜଗପତି; ]