ଜଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପ୍ରାଚୀନ) ବିଶେଷ୍ୟ - (ସଂସ୍କୃତ - ଜଗତ୍; ପ୍ରା. ଜଗୁ; ଜଗ) ସମ୍ପାଦନା

୧. ବ୍ରହ୍ମାଣ୍ଡ; ସଂସାର; ବିଶ୍ୱ — ୧. The world; the universe.

ତ୍ରିଜଗ ମୋହିନୀ ଯେ ଅଟନ୍ତି ସର୍ବ ବାଳୀ ପ୍ରାଚୀ. ରହସ୍ୟମଞ୍ଜରୀ

୨. ଜଗନ୍ନାଥ, ଜଗବନ୍ଧୁଆଦି ନାମର ବ୍ୟକ୍ତିଙ୍କ ଡ଼ାକ ନାମ — ୨. The name by which people named Jagabandhu, Jagannātha etc are called.

[ ଏହା ମଧ୍ୟ ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ଜଗବନ୍ଧୁ, ଜଗ— ମୋହନ ଜଗପତି; ]