ଜଖମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷଣ - (ଫାରାସୀ - ଜଖ୍ମୀ) (କଚେରିଆ ଭାଷା) ସମ୍ପାଦନା

୧. ଆହତ; ଘାଇଲା —୧. Wounded; hurt.
୨. ଭଗ୍ନ; ଭଙ୍ଗା (ପଦାର୍ଥ) — ୨. Borken (article).

ବିଶେଷ୍ୟ - ସମ୍ପାଦନା

ଆହତ ବ୍ୟକ୍ତି —Wounded person.