ଜଖମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜଖ୍ମ୍) ସମ୍ପାଦନା

୧. ଚୋଟ; ଆଘାତ — ୧. Hurt.
୨. କ୍ଷତି —୨. Wound.
୩. ଘାଆ —୩. Ulcer.; Trauma.
୪. ଶରୀରର ବେଦନା —୪. Aching in the body.
୫. ଆଘାତଜନିତ ଶରୀରର ଅଙ୍ଗପ୍ରତ୍ୟଙ୍ଗର ଦୋଷ — ୫. Defect of a limb due to hurt.
୬. ଆଘାତଚିହ୍ନ; ଦାଗ — ୬. Mark of wound or hurt; scar.
୭. ଦ୍ରବ୍ୟରେ ଥିବା ଦୋଷ —୭. A defect in a thing.

ବିଶେଷଣ - ସମ୍ପାଦନା

୧. ଆଘାତପ୍ରାପ୍ତ —୧. Hurt; injured.

ଆଉ ଗୋଟାଏ ଜାହାଜ ଉପରେ ପଡ଼ିଗଲେ ଦୁଇ ଜାହାଜ ଜଖମ ହୋଇଯାଏ ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଆହତ; କ୍ଷତ —୨. Wounded.
୩. ଭଗ୍ନ —୩. Broken.
୪. ଦୋଷଯୁକ୍ତ —୪. Defective.