ଜଖମ
ଜଖମ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ଜଖ୍ମ୍)
ସମ୍ପାଦନା- ୧. ଚୋଟ; ଆଘାତ — ୧. Hurt.
- ୨. କ୍ଷତି —୨. Wound.
- ୩. ଘାଆ —୩. Ulcer.; Trauma.
- ୪. ଶରୀରର ବେଦନା —୪. Aching in the body.
- ୫. ଆଘାତଜନିତ ଶରୀରର ଅଙ୍ଗପ୍ରତ୍ୟଙ୍ଗର ଦୋଷ — ୫. Defect of a limb due to hurt.
- ୬. ଆଘାତଚିହ୍ନ; ଦାଗ — ୬. Mark of wound or hurt; scar.
- ୭. ଦ୍ରବ୍ୟରେ ଥିବା ଦୋଷ —୭. A defect in a thing.
ବିଶେଷଣ -
ସମ୍ପାଦନା- ୧. ଆଘାତପ୍ରାପ୍ତ —୧. Hurt; injured.
ଆଉ ଗୋଟାଏ ଜାହାଜ ଉପରେ ପଡ଼ିଗଲେ ଦୁଇ ଜାହାଜ ଜଖମ ହୋଇଯାଏ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଆହତ; କ୍ଷତ —୨. Wounded.
- ୩. ଭଗ୍ନ —୩. Broken.
- ୪. ଦୋଷଯୁକ୍ତ —୪. Defective.