ଜକ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବାହାରେ ବୁଲୁଥିବା 'ଜଖ' ଉପରେ ହଳଦୀ ପାଣି ଆଦି ଅଜାଡି ଦେଇ ତାକୁ ପୁଣି ସୁନାରେ ପରିଣତ କରିବା — ୧. To turn a living of moving rib of gold actual gold by pouring turmeric water over it.


୨. (ଲକ୍ଷଣାର୍ଥ) ଗୁପ୍ତ ବା ପୋତା ଧନ ପାଇଯିବା — ୨. (figurative) To get a buried hoard of wealth.

ବଡ଼େଇ ଖାଈର ଗରବ ଦେଖ ବାଡ଼ି ପନ୍ଦାଡ଼ିରେ ମାରିଛି ଜଖ—ଢଗ