ଜକାତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ମୁସଲମାନଙ୍କ ବାର୍ଷିକ ଆୟରୁ ହଜାରକେ ୨୫\?\: ଟଙ୍କା ହିସାବରେ ଈଶ୍ୱରୋପାସନା ଓ ଦାନ ପାଇଁ ଉତ୍ସର୍ଗୀକୃତ ଧନ —୧. An amount of Rs ୨୫\-per Rs ୧୦୦୦\- set apart out of a Mahomedan's annual income for the worship of God and for charity.
୨. ଖଇରାତ୍; ଦାନ —୨. Charity.