ଜକାଜକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅଳ୍ପସ୍ଥାନରେ ବହୁଲୋକ ବା ଦ୍ରବ୍ୟ ଭିଡ଼ାଭିଡ଼ି ହୋଇ ରହିବା —୧. Getting too close owing to inadequate space; being huddled up.
୨. ପରସ୍ପର ଗାଢାଲିଙ୍ଗନ —୨. Mutual embrace; hugging; pressing each other to the bosom.

ଜମ୍ୱୁନଦ ଧରାଧରି ପୟୋଧର ଜକାଜକି କଉତୁକ ଧୁରନ୍ଧରା କବିସୂର୍ଯ୍ୟ. କବିତାକଲ୍ଲୋଳ

ବିଶେଷଣ - ସମ୍ପାଦନା

୧. ଠେଲାଠେଲି; ପେଲାପେଲି —୧. Pressing upon one another; pushing each other into a small place, contracted into a small place.
୨. ଖୁବ୍ ଭିଡ଼ ବା ଗହଳି ହୋଇଥିବା —୨. Crowded.
୩. ଘନ —୩. Dense.