ଜକା
ଜକା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନାଜାକିବା; କୌଣସି ପଦାର୍ଥକୁ ଅନ୍ୟ ବସ୍ତୁ ମଧ୍ୟରେ ଘୋଡ଼ାଇ କରି ରଖିବା —Putting of a thing concealed inside another thing.
(ଯଥା—ବହୁ ସମୟ ଯାଏ କଳରେ ପାନ ଜକା ହେଲେ ଦାନ୍ତ ପକ୍ଷରେ ଅନିଷ୍ଟକର)
ବିଶେଷଣ -
ସମ୍ପାଦନା- ୧. ଯେ କୌଣସି ପଦାର୍ଥକୁ ଜାକି କରି ରଖେ — ୧. (a person) Who put a thing concealed within another thing.
- ୨. (ସଂସ୍କୃତ - ଯକ୍ଷ) କୃପଣ — ୨. Miserly; close-fisted.
- ୩. ଯେ ଧନ ଆଦି ସଞ୍ଚୟ କରି ରଖେ —୩. Hoarding.
- ୪. ଅନ୍ୟ ବସ୍ତୁ ମଧ୍ୟରେ ଲୁକ୍କାୟିତ —୪. Concealed.
(ଯଥା—କୋଡ଼ଜକା ପିଲାଟାକୁ କାହିଁକି ଧରି ଆଣିଲୁ ଭଳା?)
- ୫. ଗୋପନରେ ସଞ୍ଚିତ (ଧନ) — ୫. Secretly hoarded (wealth).