ଜକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ପଦାର୍ଥରେ ବା ଭୂମିରେ ଆଦ୍ରଭାବ ସନ୍ତସନ୍ତିଆ ଅବସ୍ଥା —୧. Presence of water in a thing or in the soil; moisture; humidity.

ଶୂନ୍ୟ ଜଳ ବରିଷିଛି ନାହିଁ ଜବ ଓଦ ପ୍ରାଚୀ. ବ୍ରହ୍ମନିରୁପଣଗୂତା

୨. (ସଂ- ଚାକଚକ୍ୟ) ଦୀପ୍ତି; ତେଜ; ଆଭା — ୨. Brilliance; gloss.

ସୂର୍ଯ୍ୟପରା ଏ ଯୋଗରୁ ଛାଡ ଛନ୍ତି ଜବ ପ୍ରାଚୀ. ବ୍ରହ୍ମନିରୁପଣଗୀତା

ଅନୁବାଦ ସମ୍ପାଦନା

୩. (ସଂ- ଜକ) ରାତିରେ ଏଣେତେଣେ ଜକ ଜକ ହୋଇ ବୁଲ ଚାଲ କରୁଥିବା ସଜୀବ ପୋତା ଧନ — ୩. A luminious moving body said to be evolved from long hoarded or hidden gold or treasure and roving at the site at dead of night.

[ଦ୍ରଷ୍ଟବ୍ୟ —ସାଧାରଣ ଲୋକେ ବିଶ୍ୱାସ କରନ୍ତି ଯେ, ସୁନା ଆଦି ଧନ ବହୁକାଳ ପୋତା ହୋଇ ରହିଲେ ତାହା ଜୀବ ପାଲଟିଯାଇ ଏଣେ ତେଣେ ବୁଲେ ଓ ତାକୁ ଓର ଦେଖି କେହି ତା ଉପରେ ହଳଦୀ ପାଣି ଢାଳିବାଦ୍ୱାରା ତାକୁ ମାରି ପକାଇଲେ,ସେ ଜୀବଟି ପୁଣି ସୁନା ପାଲଟି ଯାଏ ଏବଂ ଏ ସମୟ ସମୟରେ ମଧ୍ୟ ତାହା ଅଗ୍ନି ଥିବା ଚୁଲିରେ ପଶି ଯାଇ ସୁନା ପାଲଟି ଯାଏ ଏହିପରି ସୁନା ସଂଗ୍ରହ କରି ଯେ ଲୋକ ତାକୁ ନିଜ ସ୍ୱାର୍ଥ ସାଧନରେ ଲଗାଏ ତାହାର କୁଳ ଧ୍ୱଂସ ହେଇଯାଏ]

୪. ଗୁପ୍ତ ସୁନା —Hidden gold or treasure.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୃପଣ —୧. Miserly,close fisted.
୨. କୁବେରଙ୍କ ପରି ଧନୀ — ୨. Immensely rich like Kubera the God of Wealth.