ଜଏଣ୍ଟ୍ ମାଜିଷ୍ଟ୍ରେଟ୍

ଜଏଣ୍ଟ୍ ମାଜିଷ୍ଟ୍ରେଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂଜଇଣ୍ଟ ମାଜିଷ୍ଟ୍ରେଟ୍) ସମ୍ପାଦନା

ଇଂରାଜ ଶାସିତ ଜିଲା ମାଜିଷ୍ଟ୍ରେଟ ସହକାରୀ ମାଜିଷ୍ଟ୍ରେଟ — Joint Magistrate.

[ଦ୍ରଷ୍ଟବ୍ୟ -ଇଂରାଜି ଜଇଣ୍ଟ (ସହଚାରୀ) ଶବ୍ଦ ପୂର୍ବରେ ଲାଗିଥିବା ଅନେକ ଶବ୍ଦ ଓଡ଼ିଆରେ ସମୟେ ସମୟେ ବ୍ୟବହୃତ ହେବାର ଦେଖାଯାଏ. ଯଥା—ଜଏଣ୍ଟ୍ ଇନସ୍ପେକ୍ଟର, ଜଏଣ୍ଟ୍. ଫାମିଲି, ଜଏଣ୍ଟ ଷ୍ଟକ୍ କମ୍ପାନୀ]