ଜଉମୁଦ
ଜଉମୁଦ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଜଉମୁଦ
|
(ଜଉମୋହର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଜତୁ ଓ ମୁଦ୍ରା)
ସମ୍ପାଦନାପତ୍ରାଦି ବନ୍ଦ କରି ତାହା ଉପରେ ଲାଖ ଦିଆଯାଇ ତହି ଉପରେ ବସାଯିବା ମୋହର —Sealing letters etc with lac; wax seal.
ଜଉମୁଦ
|
(ଜଉମୋହର—ଅନ୍ୟରୂପ)
ପତ୍ରାଦି ବନ୍ଦ କରି ତାହା ଉପରେ ଲାଖ ଦିଆଯାଇ ତହି ଉପରେ ବସାଯିବା ମୋହର —Sealing letters etc with lac; wax seal.