ଜଉମୁଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଜଉମୋହର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଜତୁ ଓ ମୁଦ୍ରା) ସମ୍ପାଦନା

ପତ୍ରାଦି ବନ୍ଦ କରି ତାହା ଉପରେ ଲାଖ ଦିଆଯାଇ ତହି ଉପରେ ବସାଯିବା ମୋହର —Sealing letters etc with lac; wax seal.