ଜଉତିଷ ନାୟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ଜ୍ୟୋତିଷ ଓ ନାୟକରୁ) ସମ୍ପାଦନା

ଖଡ଼ିବଂଶ ନାୟକ ଜାତି, ଏମାନେ ଜ୍ୟୋତିଷ ଗଣନାଦ୍ୱାରା ଜିବୀକା ନିର୍ବାହ କରନ୍ତି —A sect of astrologers by caste.