ଜଉଘର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂ ଜତୁଗୃହ) ସମ୍ପାଦନା

ପାଣ୍ଡ଼ବ ମାନଙ୍କୁ ପୋଡ଼ିପକାଇବାକୁ କଳ୍ପନା କରି ଦୁର୍ଯ୍ୟୋଧନ ନିର୍ମାଣ କରାଇଥିବା ଜତୁଗୃହ A house made of inflammable materials smeared with lac by setting whichon fire Durj̄yodhana intended to kill the Paṇḍabas.