ଜଉଗଡ଼
ଜଉଗଡ଼
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ଗଞ୍ଜାମଜିଲା ଅନ୍ତର୍ଗତ ଗୋଚିଏ ପ୍ରାଚୀନ ଦୁର୍ଗ — Name of an ancient fort in Ganjam district
[ଦ୍ରଷ୍ଟବ୍ୟ —ଏ ଗଡ଼ ଗଞ୍ଜାମ ଜିଲା ପୁରୁଷୋତ୍ତମଠାରୁ ୩ ମାଇଲ ଦୂରରେ ଅବସ୍ଥିତ ଏଠାରେ ଅଶୋକଙ୍କର ଶିଳାଲିପି ବିଦ୍ୟମାନ ଅଛି
"କେବଳ ଜଉରେ ଏ ଗଡ଼ର ପାଚିରୀ ତିଆରୀ ହେଇଥିବାରୁ ନାମ ଜଉଗଡ଼ ହେଇଥିଲା ଏହା କଳିଙ୍ଗର ରାଜଧାନୀ ଥିଲା— କୃପାସିନ୍ଧୁ ଇତିହାସ]