ଜଉକଣ୍ଠି
ଜଉକଣ୍ଠି
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଜତୁ+କଣ୍ଠଭୂଷଣ)
ସମ୍ପାଦନା- ୧. କଣ୍ଠରେ ମାଳା ରୂପେ ପିନ୍ଧାଯିବା ଜଉରେ ତିଆରି ଏକପ୍ରକାର କଣ୍ଠ ୧. Coloured lac-beads used as a string of necklace.
[ଦ୍ରଷ୍ଟବ୍ୟ —ଏହା ପୋହଲା ପରି ଲାଲ ଦେଖାଯାଏ ଓ କମ୍ ଦାମ ହେବାରୁ ଇତର ଲୋକେ ଏହା ବ୍ୟବହାର କରନ୍ତି]
- ୨. ଜଉକଣ୍ଠିର ମାଢା — ୨. A String of shall-lac beads.