ଜଉକଣ୍ଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜତୁ+କଣ୍ଠଭୂଷଣ) ସମ୍ପାଦନା

୧. କଣ୍ଠରେ ମାଳା ରୂପେ ପିନ୍ଧାଯିବା ଜଉରେ ତିଆରି ଏକପ୍ରକାର କଣ୍ଠ ୧. Coloured lac-beads used as a string of necklace.

[ଦ୍ରଷ୍ଟବ୍ୟ —ଏହା ପୋହଲା ପରି ଲାଲ ଦେଖାଯାଏ ଓ କମ୍ ଦାମ ହେବାରୁ ଇତର ଲୋକେ ଏହା ବ୍ୟବହାର କରନ୍ତି]

୨. ଜଉକଣ୍ଠିର ମାଢା — ୨. A String of shall-lac beads.