ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଜଉ
ଭାଷା
ଦେଖିବେ
ସମ୍ପାଦନା
ଜଉ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ - (ସଂ ଜତୁ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Jau
ଆଇ.ପି.ଏ.
— ɟˈʌu
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ଜଉ
ସଂସ୍କୃତ - ଅଲକ୍ତକ;ଯାବକ
ବଙ୍ଗାଳୀ:
জৌ
,
জউ
ହିନ୍ଦୀ:
लाह चपरा
ତେ ଲକ୍କ୍
ଦେଶଜ - ବିଶେଷ୍ୟ - (ସଂ ଜତୁ)
ସମ୍ପାଦନା
୧. ଲାଖ, ଲାକ୍ଷା — ୧. Shell lac;sealing lac
୨. ଶିମ୍ୱ ଲତା ଉପରେମାଡିବା ଏକପ୍ରକାରର କଳାପୋକ —୨. A kind of black insect attacking the bean creeper.