ଛୋଇଁବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଛୁଇଁବା, ଛୁଆଁଇବା, ଛୁଇଁବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ସଂସ୍କୃତ - ସ୍ପୃଶ୍ ଧାତୁ; ସଂସ୍କୃତ - ଛୁପ ଧାତୁ)— ସ୍ପର୍ଶ କରିବା —୧. To touch.
୨. (ସଂସ୍କୃତ - ଛଦ ଧାତୁ)—ଛାଆଣି କରିବା; ଘର ଛପର କରିବା —୨. To thatch.
୩. ଛୁଇଁବାର ଣିଜନ୍ତରୂପ — ୩. Causative form of Chhuiñbā.