ଛେଲି
ଛେଲି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲି; ଛଲ୍ଲ)
ସମ୍ପାଦନା- ୧. ବୃକ୍ଷାଦିର ବକଳ — ୧. Bark of trees.
- ୨. କାଠର ଉପରୁ ଚଞ୍ଛା ହୋଇଥିବା ପତଳା ଅଂଶ — ୨. A slice scraped from a piece of wood.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଛେଲୀ)
ସମ୍ପାଦନାଛେଳି —Goat.