ଛେଲି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲି; ଛଲ୍ଲ)

ସମ୍ପାଦନା
୧. ବୃକ୍ଷାଦିର ବକଳ — ୧. Bark of trees.
୨. କାଠର ଉପରୁ ଚଞ୍ଛା ହୋଇଥିବା ପତଳା ଅଂଶ — ୨. A slice scraped from a piece of wood.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଛେଲୀ)

ସମ୍ପାଦନା

ଛେଳି —Goat.