ଛେରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛେରେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଛେରିବାର ଣିଜନ୍ତରୂପ — ୧. Causative of chheribā.
୨. ଅତ୍ୟନ୍ତ ଭୟତ୍ରସ୍ତ କରାଇବା — ୨. To frighten a person.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]